କଲା
କଲା —
ଉଚ୍ଚାରଣ: Kalā
ଦେ. ବିଣ. —
୧: କୃତ; କରିଥିବା (କର୍ମ) — ୧. Done; performed.
ଆପଣାର କଲା କର୍ମ ପରକୁ ଯେ ବିକେ—ପୀତାମ୍ବର. ନୃସିଂହପୁରାଣ
୨: କରିବା; କରିଥିବା (ବ୍ୟକ୍ତି) — ୨. Doer; one who has done.
ଜନ୍ମକଲା ପିତାକୁ ତୁ ମଣିଲୁ ବଇରି—ମହାଦେବ.ମାର୍କଣ୍ଡେୟପୁରାଣ
ପ୍ରାଦେ. (ସମ୍ବଲ) ବିଣ. —
କଳା; କୃଷ୍ଣବର୍ଣ୍ଣ —Black.
ଦେ. କ୍ରି. (ସଂ. କୃ. ଧାତୁ; କରିବା କ୍ରିୟାର ଅତୀତକାଳ ଅସମ୍ମାନ ଅର୍ଥରେ ୩: ୟ ପୁରୁଷ ୧: ବଚନ ଅତୀତକାଳର ରୂପ)
ଦେ —
(ସେ) କଲା —(He) Did.